କିଏ ପିନ୍ଧିବ ରାଜ୍ୟ ବିଜେପି ମୁଖିଆ ମୁକୁଟ?୧୭ରେ ନିର୍ବାଚନ, ୪ ନାଁକୁ ନେଇ କସରତ

ଭୁବନେଶ୍ୱର: କିଏ ପିନ୍ଧିବ ରାଜ୍ୟ ବିଜେପି ମୁଖିଆ ମୁକୁଟ? ଏଭଳି ଏକ ପ୍ରଶ୍ନ ଉପରେ ରାଜ୍ୟ ବିଜେପି ଶିବିରରେ ଘଣ୍ଟାଚକଟା ଚାଲିଛି। ରାଜ୍ୟର ପ୍ରମୁଖ ବିରୋଧୀ ଦଳ ହୋଇଥିବା କାରଣରୁ ରାଜନୈତିକ ମହଲ ମଧ୍ୟ ଏହା ଉପରେ ନଜର ରଖିଛନ୍ତି। ତେବେ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ ଔପଚାରିକତା ଭିତ୍ତିରେ କେବଳ ନିର୍ବାଚନ ହେବ। କେନ୍ଦ୍ରରୁ ଯେଉଁ ନାମ ଉପରେ ସଙ୍କେତ ମିଳିବ, ତା ଉପରେ କେନ୍ଦ୍ରୀୟ ନେତାମାନେ … Continue reading କିଏ ପିନ୍ଧିବ ରାଜ୍ୟ ବିଜେପି ମୁଖିଆ ମୁକୁଟ?୧୭ରେ ନିର୍ବାଚନ, ୪ ନାଁକୁ ନେଇ କସରତ